ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ବାତ୍ୟା ଆଶଙ୍କା: ଫସଲ ନଷ୍ଟ ଭୟରେ ଆତଙ୍କିତ ଚାଷୀ
ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟାକୁ ନେଇ ଗଜପତି ଜିଲ୍ଲାରେ ଆଶା ଓ ଆଶଙ୍କା। ଉତ୍ତର ଆନ୍ଧ୍ର ଉପକୂଳରେ ବାତ୍ୟା ସ୍ପର୍ଶ କରିବାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ସତର୍କ। ଚାଷୀଙ୍କ ମଧ୍ୟରେ ଫସଲ ନଷ୍ଟ ଭୟ। ବାତ୍ୟା ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ଜାରି।