Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ଲାଞ୍ଜିଗଡ: କର୍ତ୍ତବ୍ୟ ଅନୁଷ୍ଠାନ ପକ୍ଷରୁ ବଡଛତରଙ୍ଗ ଠାରେ ମହାସମାରୋହରେ ପାଳିତ ହେଲା ଶିଶୁମହୋତ୍ସବ ପାଳନ

Lanjigarh, Kalahandi | Nov 29, 2025
ଶନିବାର ବଡଛତରଙ୍ଗ ହାଇସ୍କୁଲ ପଡିଆଠାରେ କର୍ତ୍ତବ୍ୟ ଅନୁଷ୍ଠାନ ତରଫରୁ ଶିଶୁ ମହୋତ୍ସବ ୨୦୨୫ ପାଳନ କରାଯାଇଥିଲା ଏହି କାର୍ଯ୍ୟକ୍ରମକୁ ସରପଞ୍ଚ ଭାରତୀ ମାଝୀ ଓ କର୍ତ୍ତବ୍ୟ ଅନୁଷ୍ଠାନ ଚେୟାରମେନ ମାର୍କଣ୍ଡ ନାୟକ ଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଡଛତରଙ୍ଗ, ବିରିକୋଟ, ବଗଡିଆନି ଓ ତାଲଝାପି ଆଦି ୪ଗୋଟି ପଞ୍ଚାୟତର ୬୦୦ ରୁ ଉର୍ଦ୍ଧ ଶିଶୁ ଭାଗନେବା ସହ ବିଭିନ୍ନ କ୍ରୀଡା , ସାଂସ୍କୃତିକ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।