କଟକ ପୌରାଞ୍ଚଳ: Cyclone Awan: Nov 20-ରେ ବନ୍ଦ ରହିବ ଧବଳେଶ୍ୱର, ସିଂହନାଥ ଓ ଭଟ୍ଟାରିକା ମନ୍ଦିର
ସମ୍ଭାବ୍ୟ ବାତ୍ୟା ଅକୱାନ ପାଇଁ ୨୦ ନଭେମ୍ବରରେ କଟକର ପ୍ରମୁଖ ଧର୍ମପୀଠ ବାବା ଧବଳେଶ୍ୱର, ସିଂହନାଥ ଓ ମା’ ଭଟ୍ଟାରିକା ମନ୍ଦିରରେ ଭକ୍ତଙ୍କ ପ୍ରବେଶ ନିଷେଧ। ପ୍ରଶାସନ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି।