Public App Logo
Jansamasya
News
Bjp
National
Police
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
महिला
Narendramodi
Nitishkumar
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Haryana
Uttarpradesh
No video available

ସିଆରଆରଆଇ: ଗତିରାଉତପାଟଣା ରେ ଆମ ବ୍ୟାଙ୍କ ଉଦ୍ଘାଟିତ

CRRI, Cuttack | Mar 1, 2024
କଟକ ସଦର ଅନ୍ତର୍ଗତ ଗତିରାଉତପାଟଣା ରେ ଶୁକ୍ରବାର ଅପରାହ୍ନ ରେ ଆମ ବ୍ୟାଙ୍କ ଉଦ୍ଘାଟିତ ହୋଇଯାଇଛି। କଟକ ସଦର ବି ଡି ଓ ଏହାକୁ ଉଦ୍ଘାଟନ କରିଥିଲେ। ସ୍ଥାନୀୟ ଅଞ୍ଚଳ ରେ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇଦେବାକୁ ଏହି ଆମ ବ୍ୟାଙ୍କ ସହାୟକ ହେବ ବୋଲି ସେ କହିଥିଲେ। ଏହି ଅବସର ରେ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ।