ମହାଷ୍ଟମୀରେ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କୁ ଦର୍ଶନ କଲେ ବାଲେଶ୍ଵର ସଦର ବିଧାୟକ
Baleshwar, Balasore | Oct 19, 2026
ମହାଷ୍ଟମୀ ଅବସରରେ ବାଲେଶ୍ଵର ସଦର ବିଧାୟକ ମାନସ କୁମାର ଦତ୍ତ ସହରର ସୁଏଲପୁର, ବଣିଆ ମନ୍ଦିର ଓ ମଣ୍ଡଳ ବଜାର ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି।