ଭୋଗରାଇ ଅଞ୍ଚଳରେ ଆୟୋଜିତ ଏକ ବିଶାଳ ରକ୍ତଦାନ ଶିବିରରେ ଭୋଗରାଇ ବିଧାୟକ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବକ ଓ ସ୍ବେଚ୍ଛାସେବୀମାନେ ବହୁ ସଂଖ୍ୟାରେ ସାମିଲ ହୋଇ ରକ୍ତଦାନ କରିଛନ୍ତି।