ପାରଳାଖେମୁଣ୍ଡି: 8 ଅକ୍ଟୋବର ଓଡ଼ିଶା ବନ୍ଦ: ଗଜପତିରେ ଇଣ୍ଡିଆ ଗଠବନ୍ଧନର ପ୍ରସ୍ତୁତି ବୈଠକ
ଆସନ୍ତା ୮ ଅକ୍ଟୋବର ଓଡ଼ିଶା ବନ୍ଦ ପାଇଁ ଗଜପତି ଜିଲ୍ଲାରେ ଇଣ୍ଡିଆ ଗଠବନ୍ଧନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଦଳର ନେତାମାନେ ଯୋଗଦେଇ ବନ୍ଦକୁ ସଫଳ କରିବା ନେଇ ଆଲୋଚନା କରିଛନ୍ତି ।