#ଗୁଜବ ମଣିଷକୁ ବେଳେ ବେଳେ ଅକଲରେ ପକାଇ ଥାଏ, ଏ ଯେମିତି ରାୟଗଡା ଜିଲ୍ଲାର କଲ୍ୟାଣ ସିଂପୁର କାନ୍ଦୁଲ ଗୁଡ଼ା ଗାଁ ରେ ଆଇନ୍ କୁ ହାତକୁ ନେଇ ୧୬ଜଣ ଙ୍କୁ ଜେଲ୍ ଯିବାକୁ ପଡିଛି । ଲୋକ କଥାରେ ପିଲା ଚୋର ଭାବି ନ ଜାଣି ନ ବୁଝି ବାହାର ରାଜ୍ୟ ଦିଲ୍ଲୀ ଓ ସୁରତ ଅଞ୍ଚଳ ରୁ ପରିଦର୍ଶନ ରେ ଆସିଥିବା ଅଣ ଓଡ଼ିଆ ଯୁବକ ଓ ଯୁବତୀ ୨ଜଣଙ୍କୁ ଟଣାଓଟରା କରି ପ୍ରବଳ ମାଡ ମାରିବା ଓ ଲହୁ ଲୁହାଣ ଘଟଣା କରିବା ଅତି ନିନ୍ଦନୀୟ। ଏହି ବର୍ବର କାଣ୍ଡ ରେ ସାମିଲ ଥିବା ଅଭିଯୁକ୍ତକୁ ଯେତେ ଶାସ୍ତି ଦେଲେ ବି ଶିକାର ହୋଇ ଥିବା ବ୍ୟକ୍ତିଙ୍କ ଦାଗ ଲିଭିବ ନାହିଁ । କିନ୍ତୁ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ଉଚିତ୍ ।#odishacitynews #rayagada #odisha