#ନିଖୋଜ_ବ୍ୟକ୍ତି !
ବାଲେଶ୍ଵର ଜିଲ୍ଲା ବସ୍ତା , ଥାନା କୁଡ଼ିଆ ପଞ୍ଚାୟତ ବେଗୁନିଆ ଗ୍ରାମର ଲକ୍ଷ୍ମଣ ସୋରେନ (୫୧) ଜଳେଶ୍ଵର ତାଙ୍କ ବନ୍ଧୁ ଘରରୁ କୁଆଡେ ଚାଲିଯାଇଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ଏ ବାବୁଙ୍କ ଖବର ପାଆନ୍ତୁ ତେବେ ନିକଟସ୍ଥ ଥାନାରେ ରେ ଯୋଗାଯୋଗ କରନ୍ତୁ । ଯୋଗାଯୋଗ: 8327740054 ।।
#mahimatv #basta #jalasore #Balasore
Ajit Kumar Sahoo Journalist Surajtv Rajesh Behera Mahima TV Rajesh Giri Janmejay Parida Janata darapana odisha
Basta, Balasore | Jul 14, 2026