Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

ସିନେମା ଜଗତରେ ପ୍ରସିଦ୍ଧ ଅଭିନେତା ପ୍ରଦୀପ ରାଓ୍ବତ୍ ଙ୍କ ଦେହାନ୍ତ। ଲଗାନ, ଗଜନୀ ପରି ଅନେକ ଫିଲ୍ମରେ ତାଙ୍କର ଦମଦାର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ସାଉଥ୍ ଚଳଚିତ୍ର ରେ ସେ ଅନେକ ସୁପର ହିଟ୍ ଫିଲ୍ମରେ ଖଳନାୟକ ଭୂମିକାରେ ସେ ଅଭିନୟ କରିଥିଲେ । ତାଙ୍କ ଦେହାନ୍ତ ରେ ସିନେମା ଜଗତର ବହୁ କଳାକାର ଵୋକ ପ୍ରକାଶ କରିଛନ୍ତି । ଦୀର୍ଘ ୫ ବର୍ଷ ହେଲା ସେ ବ୍ଲଡ଼ କ୍ୟାନ୍ସରରେ ପିଡ଼ିତ ଥିଲେ ।

Konark, Puri | Aug 5, 2026

MORE NEWS