ବେଆଇନ ବାଲି ବ୍ୟବସାୟ କରିବା ପାଇଁ ନୟନଯୋଡିରେ ମାଟି ପକାଇ ପାଣି ନିଷ୍କାସନରେ ବାଧା ସୃଷ୍ଟି କଲେ ମାଫିଆ, ନୟନଯୋଡି ଅବରୋଧ ଯୋଗୁଁ ହୋଇ ପାରୁନି ପାଣି ନିଷ୍କାସନ, ଅବରୋଧ ହଟାଇବା ପାଇଁ କଲେ ଦାବି, ବାଲେଶ୍ବର ଜିଲ୍ଲା ବସ୍ତା ତହସିଲ ଅନ୍ତର୍ଗତ ଅମର୍ଦାରୋଡ ଇନ୍ଦିରାଛକ ରାସ୍ତା ପାର୍ଶ୍ବରେ ଥିବା ନୟନଯୋଡି କୁ କିଛି ମୁଷ୍ଟିମେୟ ବ୍ୟକ୍ତି ବାଲି ବ୍ୟବସାୟ ପାଇଁ ମାଟି ପକାଇ ଅବରୋଧ
Surajtv Surajtv Odia
Basta, Balasore | Jul 15, 2026