Public App Logo
Jansamasya
News
Bjp
National
Police
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
महिला
Narendramodi
Nitishkumar
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Haryana
Uttarpradesh

ପୁଣି ଶିମିଳିପାଳରୁ ଖୁସି ଖବର: ସାମ୍ନାକୁ ଆସିଲା ୩ କିଶୋର କଳା ବାଘଙ୍କ ନିଆରା ଚିତ୍ର lପୁଣି ଥରେ ଶିମିଳିପାଳରୁ ଆସିଛି ଏକ ଖୁସି ଖବର । ଓଡ଼ିଶାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ପୁଣି ଆନନ୍ଦର ପରିବେଶ ସୃଷ୍ଟି ହୋଇଛି । ମହାରାଷ୍ଟ୍ରର ବାଘୁଣୀ ଜିନ୍ନତ ମା' ହୋଇଛି । ୩ ସପ୍ତାହ ତଳେ ସେ ୪ଟି ଛୁଆକୁ ଜନ୍ମ ଦେଇଛି । ଯାହା ବନ୍ୟଜୀବ ପ୍ରେମୀ ଓ ବନ ବିଭାଗ ପାଇଁ ଏକ ବଡ଼ ସଫଳତା ଭାବେ ଗଣାଯାଉଛି । ସେହିପରି ମେଲାନିଷ୍ଟିକ ପ୍ରଜାତିର ବାଘୁଣୀ ସହ ୩ କିଶୋର କଳା ବାଘଙ୍କ ନିଆରା ଚିତ୍ର ସାମ୍ନାକୁ ଆସିଛି । ଏପରି କିଛି ଦୁର୍ଲଭ ଦୃଶ୍ୟ ଶିମିଳିପାଳରେ ଲାଗିଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଛି । #deshduniyakhabar24

Khordha, Khordha | Jun 4, 2026