ହଜିଥିବା ଟଙ୍କା ଏବଂ ମୋବାଇଲ ରାସ୍ତାରୁ ପାଇ ମାଲିକଙ୍କୁ ଫେରାଇ ମହାନତା ଦେଖାଇଲେ ଯୁବକ l ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ କଇନଗରୀ ପଞ୍ଚାୟତ କଇନଗରୀ ଗ୍ରାମର ପ୍ରଭାକର ମାନ୍ନାଙ୍କ ପୁଅ ଦୀପକ ଘର ପାଖରୁ ବସ୍ତା ଆଡକୁ ଯାଉଥିବାବେଳେ ପେଜଗଳା ପୋଲ ପାଖରେ ମୋବାଇଲ ଏବଂ କିଛି ଟଙ୍କା ରାସ୍ତାରେ ପଡିଥିଲା।ଉକ୍ତ ରାସ୍ତା ଦେଇ ସିଂଲା ଗ୍ରାମର ତପନ କୁମାର ସେଠୀ ଟଙ୍କା ଏବଂ ମୋବାଇଲ ପାଇ ସିଂଲା ଥାନାରେ ପହଞ୍ଚି ଥାନା ସହାୟତାରେ ଉକ୍ତ ବ୍ୟକ୍ତି ଙ୍କୁ ଯୋଗାଯୋଗ କରିଥିଲେ।