Public App Logo
କଟକ ଜିଲ୍ଲା ମଙ୍ଗୁଳି ଛକ ନିକଟରେ ଜାତୀୟ ରାଜପଥ ରେ ମର୍ମତୃଦ ସଡକ ଦୁର୍ଘଟଣା। ଟ୍ରକ୍ ପଛରେ ପିଟି ହେଲା ଟ୍ରକ୍। ଡ୍ରାଇଭର ଓ ହେଲପର ଗୁରୁତର। - Konark News