Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

ପଟ୍ଟାମୁଣ୍ଡାଇ: ଛାତ୍ରଙ୍କୁ ମାଡ଼ ଓ ଅପହରଣ ମାମଲା ର ୩ ଦିନ ପରେ ନିଖୋଜ ଛାତ୍ର ଉଦ୍ଧାର ହୋଇଥିବା ସୂଚନା ! ଜଣେ ବନ୍ଧୁ ଙ୍କ ଘରୁ ଛାତ୍ରଙ୍କୁ ଉଦ୍ଧାର କଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ ! ରାଜନଗର ଥାନା ଖଣ୍ଡେଇପଡ଼ା ର ଜଣେ ବନ୍ଧୁଙ୍କ ଘରେ ଲୁଚି ରହିଥିବା ଜଣା ପଡିଥିଲା ! ଥାନାକୁ ଆଣି ସଂପୃକ୍ତ ଛାତ୍ରଙ୍କୁ ପଚରାଉଚରା କରୁଛି ପୋଲିସ ! ଛାତ୍ରଙ୍କୁ ନିସ୍ତୁକ ପିଟିବା ଭିଡିଓ ସୋସିଆଲ ମିଡିଆରେ ହୋଇଥିଲା ଭାଇରାଲ ! #Pattamundai #StudentAssault #KidnappingCase #OdishaPolice #RajanagarPolice #janatajagaran

Konark, Puri | Aug 6, 2026

MORE NEWS