ଆମ ପ୍ରିୟ ସତ୍ୟଜିତ୍ କୁ ତାର ୧୬ତମ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା।
ତୁମର ଆଗାମୀ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ, ତୁମେ ଜୀବନରେ ବହୁତ ବଡ ହୁଅ, ଏହାହିଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।
ZZE24 ODISHA ପରିବାର ତରଫରୁ ତୁମକୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା।
#HappyBirthdaySatyajit #16thBirthday #ZZE24ODISHA #BirthdayWishes
Bhubaneswar, Khordha | Nov 4, 2026