Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

ଭୁବନେଶ୍ୱର : ଟ୍ୱିନ ସିଟିରେ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ! ଆଉ ୬ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କଲା କମିଶନରେଟ ପୋଲିସ ! ଚିହ୍ନଟ ହୋଇଥିବା ବାଂଲାଦେଶୀଙ୍କ ବିରୋଧରେ ରହିଛି ଅପରାଧିକ ମାମଲା ! ଅଦ୍ୟାବଧି ଟ୍ୱିନ ସିଟିରୁ ୪୮ ବାଂଲାଦେଶୀ ଙ୍କୁ ବିଦା କରିଛି କମିସନରେଟ ପୋଲିସ ! ବିଏସ୍‌ଏଫ୍‌ ଓ ପଶ୍ଚିମବଙ୍ଗ ସରକାର ସହ ଆଲୋଚନା କରି ବିଦା ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । #Bbsr #Commisionrate

Konark, Puri | Aug 6, 2026

MORE NEWS