Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss

#ଡାକ୍ତର_ବାବୁଙ୍କ_ଙ୍କ_ପରକୀୟା_ପ୍ରୀତି #ଜୁନିୟର_ନର୍ସ_କୁ_କରିଛନ୍ତି_ସିନିୟର୍_ନର୍ସ ଜଳେଶ୍ୱର ଜି. କେ ଭଟ୍ଟର ହସ୍ପିଟାଲର ଇନଚାର୍ଜ ଡ଼. ଦିଲ୍ଲୀପ ପାତ୍ରଙ୍କ ପରକୀୟା ପ୍ରୀତି ନେଇ କଣ କହୁଛନ୍ତି ତାଙ୍କ ସ୍ତ୍ରୀ ନବୀନା ରାଣୀ ପାତ୍ର, ଦିଲ୍ଲୀପ ପାତ୍ର ତାଙ୍କୁ କୁଆଡେ ୮ବର୍ଷ ଭୋଲ ପାଇଲା ପରେ ବାହା ହୋଇଥିଲେ ଏବେ କଣ ସୁନ୍ଦରୀ ନର୍ସର ପ୍ରେମରେ ଉବୁଡ଼ୁବୁ ! #mahimatv #jalasore #Balasore #OdishaNews #dmbalasore CMO Odisha Ajit Kumar Sahoo Journalist Surajtv Goutambuddha Das Rajesh Behera Mahima TV Janata darapana odisha Rajesh Giri Pradip Jena Dinabandhu Pradhan Rabinarayan Satpathy Rajkishore Behera Naveen Patnaik

Basta, Balasore | Jul 16, 2026

MORE NEWS

ମହାପୁରୁଷ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଲୋକଙ୍କ ଆକ୍ରୋଶର ଶିକାର ହେଲା ନାଜିଆ ଇଲବିସ ଖାଁ 
#mahimatv #basta #balasore #viralvideochallenge #viralreelschallenge #viralpost #reelschallenge #reelsviralシ #reelsviral #reelsinstagram

ମହାପୁରୁଷ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଲୋକଙ୍କ ଆକ୍ରୋଶର ଶିକାର ହେଲା ନାଜିଆ ଇଲବିସ ଖାଁ #mahimatv #basta #balasore #viralvideochallenge #viralreelschallenge #viralpost #reelschallenge #reelsviralシ #reelsviral #reelsinstagram

Basta, Balasore | Jul 18, 2026

#ବିଦ୍ୟାଧରପୁର_ରେ_ନାଜିଆର_କୁଶପୁତ୍ତଳିକା_ଦାହ । 
ମହାପୁରୁଷ ମହମ୍ମଦ ଙ୍କ ନାମରେ ନାଜିଆର ବିବାଦୀୟ ମନ୍ତବ୍ୟ କୁ ବିରୋଧ କରି ସମଗ୍ର ଭାରତ ରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପକ୍ଷରୁ ବିଭିନ୍ନ ଥାନା ସହିତ ଆଜି ବସ୍ତା ଥାନାରେ ଏତେଲା ଦିଆଯାଇଥିବାବେଳେ ଆଜି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ବିଦ୍ୟାଧରପୁର ଗ୍ରାମରେ ଗ୍ରାମବାସୀ ମାନଙ୍କ ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀ କରି ଘୋର ନିନ୍ଦା କରିବା ସହ କୁଶପୁତ୍ତଳିକା ଦାହ କରି ଥାନା ରେ ଏତେଲା ଦେଇଥିଲେ । ଯେତେ ଶୀଘ୍ର ନାଜିଆ କୁ ଗିରଫ କରିବା ପାଇଁ ଦାବି ହୋଇଛି ।

#ବିଦ୍ୟାଧରପୁର_ରେ_ନାଜିଆର_କୁଶପୁତ୍ତଳିକା_ଦାହ । ମହାପୁରୁଷ ମହମ୍ମଦ ଙ୍କ ନାମରେ ନାଜିଆର ବିବାଦୀୟ ମନ୍ତବ୍ୟ କୁ ବିରୋଧ କରି ସମଗ୍ର ଭାରତ ରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପକ୍ଷରୁ ବିଭିନ୍ନ ଥାନା ସହିତ ଆଜି ବସ୍ତା ଥାନାରେ ଏତେଲା ଦିଆଯାଇଥିବାବେଳେ ଆଜି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ବିଦ୍ୟାଧରପୁର ଗ୍ରାମରେ ଗ୍ରାମବାସୀ ମାନଙ୍କ ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀ କରି ଘୋର ନିନ୍ଦା କରିବା ସହ କୁଶପୁତ୍ତଳିକା ଦାହ କରି ଥାନା ରେ ଏତେଲା ଦେଇଥିଲେ । ଯେତେ ଶୀଘ୍ର ନାଜିଆ କୁ ଗିରଫ କରିବା ପାଇଁ ଦାବି ହୋଇଛି ।

Basta, Balasore | Jul 17, 2026

#ବିଦ୍ୟାଧରପୁର_ରେ_ନାଜିଆର_କୁଶପୁତ୍ତଳିକା_ଦାହ । 
ମହାପୁରୁଷ ମହମ୍ମଦ ଙ୍କ ନାମରେ ନାଜିଆର ବିବାଦୀୟ ମନ୍ତବ୍ୟ କୁ ବିରୋଧ କରି ସମଗ୍ର ଭାରତ ରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପକ୍ଷରୁ ବିଭିନ୍ନ ଥାନା ରେ ଏତେଲା ଦିଆଯାଇଥିବାବେଳେ ଆଜି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ବିଦ୍ୟାଧରପୁର ଗ୍ରାମରେ ଗ୍ରାମବାସୀ ମାନଙ୍କ ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀ କରି ଘୋର ନିନ୍ଦା କରିବା ସହ କୁଶପୁତ୍ତଳିକା ଦାହ କରି ଥାନା ରେ ଏତେଲା ଦେଇଥିଲେ । ଯେତେ ଶୀଘ୍ର ନାଜିଆ କୁ ଗିରଫ କରିବା ପାଇଁ ଦାବି ହୋଇଛି । 
#Mohammad #protest #Arrest #BASTA #balasore 
Mahima TV  Odisha Police Organisation

#ବିଦ୍ୟାଧରପୁର_ରେ_ନାଜିଆର_କୁଶପୁତ୍ତଳିକା_ଦାହ । ମହାପୁରୁଷ ମହମ୍ମଦ ଙ୍କ ନାମରେ ନାଜିଆର ବିବାଦୀୟ ମନ୍ତବ୍ୟ କୁ ବିରୋଧ କରି ସମଗ୍ର ଭାରତ ରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପକ୍ଷରୁ ବିଭିନ୍ନ ଥାନା ରେ ଏତେଲା ଦିଆଯାଇଥିବାବେଳେ ଆଜି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ବିଦ୍ୟାଧରପୁର ଗ୍ରାମରେ ଗ୍ରାମବାସୀ ମାନଙ୍କ ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀ କରି ଘୋର ନିନ୍ଦା କରିବା ସହ କୁଶପୁତ୍ତଳିକା ଦାହ କରି ଥାନା ରେ ଏତେଲା ଦେଇଥିଲେ । ଯେତେ ଶୀଘ୍ର ନାଜିଆ କୁ ଗିରଫ କରିବା ପାଇଁ ଦାବି ହୋଇଛି । #Mohammad #protest #Arrest #BASTA #balasore Mahima TV Odisha Police Organisation

Basta, Balasore | Jul 17, 2026