ଦୁବୃର୍ତ୍ତଙ୍କ ଗୁଳିମାଡ଼ରେ ଜନସେବାକେନ୍ଦ୍ରମାଲିକ ମୃତ
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପୋଷି ଖୁଣ୍ଟାପଡ଼ା ରାସ୍ତା ହନୁମାନ ଛକ ନିକଟରେ ଗୁଳିକାଣ୍ଡ, ଦୁର୍ବୁତ୍ତ ଙ୍କ ଗୁଳି ମାଡରେ ଜନସେବା କେନ୍ଦ୍ର ବ୍ୟବସାୟୀ ଖଜିରାପଶି ଗ୍ରାମ ର ତ୍ରିଲୋଚନ ମହାନ୍ତ ଙ୍କ ମୃତ୍ୟୁ ହୋଇଛି | ଘଟଣା ସ୍ଥଳରେ ପାଟଣା ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି#odisha #Keonjhar #murder #death #damanbanilive
Anugul, Angul | Sep 29, 2026