କୋରାପୁଟରୁ ସବୁ ନେଲେ... କିଛି ଦେଲେ ନାହିଁ!
ଖଣିଜ ସମ୍ପଦ, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦରେ ଭରପୂର କୋରାପୁଟ। କିନ୍ତୁ ସ୍ଥାନୀୟ ଲୋକଙ୍କ ପ୍ରଶ୍ନ—ଏତେ ସମ୍ପଦ ଯାଉଛି, ତାହାର ପ୍ରତିଫଳରେ ବିକାଶ କେଉଁଠି?
ପଟାଙ୍ଗି ସରପଞ୍ଚ ସରକାରଙ୍କୁ ସିଧାସଳଖ ପ୍ରଶ୍ନ କରି କହିଛନ୍ତି— "କୋରାପୁଟରୁ ସବୁ ନେଲେ... କିଛି ଦେଲେ ନାହିଁ। ବିକାଶ କୁଆଡ଼େ ଗଲା?"
ଏହି ପ୍ରସଙ୍ଗରେ ଆପଣଙ୍କ ମତ କ'ଣ? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।
#OpenLensNews #VoiceOfKoraput #Koraput #Potangi #Development #Mining #OdishaNews #KoraputNews