ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ଗ୍ରାମର ବିଦେଶୀ ବାରିକଙ୍କ କନ୍ୟା କୁମାରୀ ନୈନା ବାରିକ #NEET ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ 13,242 ତମ ରାଙ୍କ ହାସଲ କରି ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବାରୁ Padampur Tv ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।
କୁମାରୀ ନୈନା ବାରିକ ଙ୍କ ଏହି ସଫଳତା ସରକଣ୍ଡା ଗ୍ରାମବାସୀ ଏବଂ ବରଗଡ଼ ଜିଲ୍ଲାବାସୀଙ୍କ ପାଇଁ ଗର୍ବର ବିଷୟ ।।ତାଙ୍କର ଏହି କଠିନ ପରିଶ୍ରମ ଓ ଦୃଢ଼ ସଙ୍କଳ୍ପ ଆଗାମୀ ପିଢ଼ି ପାଇଁ ନିଶ୍ଚିତ ଭାବେ ପ୍ରେରଣା ସାଜିବ ।
#PadampurTv
#everyonefollowers