କୋଣାର୍କ ନିକଟସ୍ଥ ଜମରା (ଖରିପଦା) ଗାଁର ଅନ୍ୟତମ ମୂରବୀ ଶ୍ରେଣୀୟ ବ୍ୟକ୍ତି ଯିଏ କି କୋଣାର୍କ ବସଷ୍ଟାଣ୍ଡ ବ୍ୟବସାୟୀ ସଂଘର ପୁରୁଖା ସଭ୍ୟ, କୋଣାର୍କ ଉତ୍ସବରେ ଯାତ୍ରା ପାର୍ଟି ଆଣିବାରେ ଅନ୍ୟତମ ବିନ୍ଧାଣି ସଭ୍ୟ ତଥା କୋଣାର୍କ ନେତ୍ରମଣି ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ବଡ଼ଭାଇ କୃଷ୍ଣ ଚନ୍ଦ୍ର ଖଟୋଇ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ସଂସାର ଛାଡ଼ି ସବୁଦିନ ପାଇଁ ଗତ ରାତିରେ ଆରପାରିକୁ ଚାଲିଗଲେ।
ତାଙ୍କର ଅମର ଆତ୍ମାର ସଦଗଟି କାମନା କରୁଛୁ। ଓଁ ଶାନ୍ତି। 🙏
କୋଣାର୍କ ଖବର। #ଓଁଶାନ୍ତି #RIP
Konark, Puri | Aug 5, 2026