Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

ରୋଗ ଦେଖାଇ ବଦଳି! ଏବେ ହେବ କଡ଼ା ଯାଞ୍ଚ ମାରାତ୍ମକ ରୋଗ ଆଧାରରେ ଶିକ୍ଷକ ବଦଳି ପାଇଁ ହୋଇଥିବା ଆବେଦନର ସତ୍ୟତା ଯାଞ୍ଚ କରିବ ମେଡିକାଲ ବୋର୍ଡ। କୋରାପୁଟ ଏସ୍‌.ଏଲ୍‌.ଏନ୍‌. ମେଡିକାଲ କଲେଜରେ ଜୁଲାଇ ୨ରୁ ୬ ତାରିଖ ପର୍ଯ୍ୟନ୍ତ ଚାରି ଜିଲ୍ଲାର ଶିକ୍ଷକଙ୍କ ମେଡିକାଲ ପରୀକ୍ଷା ହେବ। ଅନଲାଇନ୍ ଆବେଦନ କପି, ପରିଚୟପତ୍ର ଓ ସମସ୍ତ ଚିକିତ୍ସା ସମ୍ବନ୍ଧୀୟ ମୂଳ ଦସ୍ତାବିଜ ସହ ଉପସ୍ଥିତ ହେବା ବାଧ୍ୟତାମୂଳକ। ଭୁଲ ତଥ୍ୟ ଦେଇ ବଦଳି ସୁବିଧା ନେବାକୁ ଚେଷ୍ଟା କରିଥିବା ଆବେଦନକାରୀଙ୍କ ପାଇଁ ବଢ଼ିଲା ଅଡୁଆ! "ରୋଗରେ ଯଦି ଏତେ ଶିକ୍ଷକ, ପିଲା ପଢ଼ିବେ କେମିତି?" ଏବେ ସମସ୍ତଙ୍କ ନଜର ମେଡିକାଲ ବୋର୍ଡର ଯାଞ୍ଚ ରିପୋର୍ଟ ଉପରେ। #Koraput #TeacherTransfer #MedicalBoard #EducationNews #OdishaNews #KoraputLive #BreakingNews #SchoolEducation #TeacherNews #OdishaTeachers #KoraputNews #ViralNews

Koraput Town, Koraput | Jun 19, 2026

MORE NEWS

କୋରାପୁଟ ବିଏସଏଫ ମୁଖ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

ଶରୀର, ମନ ଓ ଆତ୍ମାର ସମନ୍ୱୟର ବାର୍ତ୍ତା ନେଇ କୋରାପୁଟ ବିଏସଏଫ ମୁଖ୍ୟାଳୟରେ ଉତ୍ସାହ ଓ ଉଦ୍ଦୀପନାର ସହ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଏସଏଫ ଅଧିକାରୀ ଓ ଜବାନମାନେ ସାମୂହିକ ଭାବେ ବିଭିନ୍ନ ଯୋଗାସନ ଏବଂ ପ୍ରାଣାୟାମ ଅଭ୍ୟାସ କରି ସୁସ୍ଥ ଜୀବନଶୈଳୀର ବାର୍ତ୍ତା ଦେଇଥିଲେ।

ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ବରଂ ଏହା ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ଆତ୍ମବିଶ୍ୱାସ ବୃଦ୍ଧିର ଏକ ପ୍ରଭାବଶାଳୀ ମାଧ୍ୟମ ବୋଲି ଅଭିଭାଷକମାନେ ମତ ପ୍ରକାଶ କରିଥିଲେ। ଦେଶର ସୁରକ୍ଷା ସହିତ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସଚେତନ ରହିବାକୁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା।

#InternationalYogaDay #YogaDay2026 #BSF #Koraput #YogaForHealth #InternationalDayOfYoga #KoraputNews #OdishaNews #HealthyLifestyle #YogaForHarmonyAndPeace 🧘🇮🇳

କୋରାପୁଟ ବିଏସଏଫ ମୁଖ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ଶରୀର, ମନ ଓ ଆତ୍ମାର ସମନ୍ୱୟର ବାର୍ତ୍ତା ନେଇ କୋରାପୁଟ ବିଏସଏଫ ମୁଖ୍ୟାଳୟରେ ଉତ୍ସାହ ଓ ଉଦ୍ଦୀପନାର ସହ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଏସଏଫ ଅଧିକାରୀ ଓ ଜବାନମାନେ ସାମୂହିକ ଭାବେ ବିଭିନ୍ନ ଯୋଗାସନ ଏବଂ ପ୍ରାଣାୟାମ ଅଭ୍ୟାସ କରି ସୁସ୍ଥ ଜୀବନଶୈଳୀର ବାର୍ତ୍ତା ଦେଇଥିଲେ। ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ବରଂ ଏହା ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ଆତ୍ମବିଶ୍ୱାସ ବୃଦ୍ଧିର ଏକ ପ୍ରଭାବଶାଳୀ ମାଧ୍ୟମ ବୋଲି ଅଭିଭାଷକମାନେ ମତ ପ୍ରକାଶ କରିଥିଲେ। ଦେଶର ସୁରକ୍ଷା ସହିତ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସଚେତନ ରହିବାକୁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା। #InternationalYogaDay #YogaDay2026 #BSF #Koraput #YogaForHealth #InternationalDayOfYoga #KoraputNews #OdishaNews #HealthyLifestyle #YogaForHarmonyAndPeace 🧘🇮🇳

Koraput Town, Koraput | Jun 21, 2026

ଓଡ଼ିଶା ହସିବ ଦୁଇ ବର୍ଷର ବିକାଶ ଦେଖି !

ରାଜ୍ୟ ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଜଣେ ସରପଞ୍ଚ। ବିକାଶ, ଜନକଲ୍ୟାଣ ଯୋଜନା ଓ ଗ୍ରାମାଞ୍ଚଳର ପରିବର୍ତ୍ତନକୁ ନେଇ ସେ ମତ ରଖିବା ସହ ସରକାରଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି।

"ଓଡ଼ିଶା ହସିବ ଦୁଇ ବର୍ଷର ବିକାଶ ଦେଖି" ବୋଲି କହି ସରକାରଙ୍କୁ ଘେରିଥିବା ଏହି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

👉 ଆପଣଙ୍କ ମତ କଣ? ଗତ ଦୁଇ ବର୍ଷରେ ଓଡ଼ିଶାରେ ବିକାଶ ହୋଇଛି କି?

#Odisha #Development #OdishaPolitics #SarpanchReaction #PoliticalNews #Koraput #OdiaNews #BreakingNews #FacebookPost #OdishaDevelopment

ଓଡ଼ିଶା ହସିବ ଦୁଇ ବର୍ଷର ବିକାଶ ଦେଖି ! ରାଜ୍ୟ ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଜଣେ ସରପଞ୍ଚ। ବିକାଶ, ଜନକଲ୍ୟାଣ ଯୋଜନା ଓ ଗ୍ରାମାଞ୍ଚଳର ପରିବର୍ତ୍ତନକୁ ନେଇ ସେ ମତ ରଖିବା ସହ ସରକାରଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି। "ଓଡ଼ିଶା ହସିବ ଦୁଇ ବର୍ଷର ବିକାଶ ଦେଖି" ବୋଲି କହି ସରକାରଙ୍କୁ ଘେରିଥିବା ଏହି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 👉 ଆପଣଙ୍କ ମତ କଣ? ଗତ ଦୁଇ ବର୍ଷରେ ଓଡ଼ିଶାରେ ବିକାଶ ହୋଇଛି କି? #Odisha #Development #OdishaPolitics #SarpanchReaction #PoliticalNews #Koraput #OdiaNews #BreakingNews #FacebookPost #OdishaDevelopment

Koraput Town, Koraput | Jun 21, 2026

ରୋଗ ଦେଖାଇ ବଦଳି! ଏବେ ହେବ କଡ଼ା ଯାଞ୍ଚ ମାରାତ୍ମକ ରୋଗ ଆଧାରରେ ଶିକ୍ଷକ ବଦଳି ପାଇଁ ହୋଇଥିବା ଆବେଦନର ସତ୍ୟତା ଯାଞ୍ଚ କରିବ ମେଡିକାଲ ବୋର୍ଡ। କୋରାପୁଟ ଏସ୍‌.ଏଲ୍‌.ଏନ୍‌. ମେଡିକାଲ କଲେଜରେ ଜୁଲାଇ ୨ରୁ ୬ ତାରିଖ ପର୍ଯ୍ୟନ୍ତ ଚାରି ଜିଲ୍ଲାର ଶିକ୍ଷକଙ୍କ ମେଡିକାଲ ପରୀକ୍ଷା ହେବ। ଅନଲାଇନ୍ ଆବେଦନ କପି, ପରିଚୟପତ୍ର ଓ ସମସ୍ତ ଚିକିତ୍ସା ସମ୍ବନ୍ଧୀୟ ମୂଳ ଦସ୍ତାବିଜ ସହ ଉପସ୍ଥିତ ହେବା ବାଧ୍ୟତାମୂଳକ। ଭୁଲ ତଥ୍ୟ ଦେଇ ବଦଳି ସୁବିଧା ନେବାକୁ ଚେଷ୍ଟା କରିଥିବା ଆବେଦନକାରୀଙ୍କ ପାଇଁ ବଢ଼ିଲା ଅଡୁଆ! "ରୋଗରେ ଯଦି ଏତେ ଶିକ୍ଷକ, ପିଲା ପଢ଼ିବେ କେମିତି?" ଏବେ ସମସ୍ତଙ୍କ ନଜର ମେଡିକାଲ ବୋର୍ଡର ଯାଞ୍ଚ ରିପୋର୍ଟ ଉପରେ। #Koraput #TeacherTransfer #MedicalBoard #EducationNews #OdishaNews #KoraputLive #BreakingNews #SchoolEducation #TeacherNews #OdishaTeachers #KoraputNews #ViralNews - Koraput Town News