“ଆନ୍ତଃ ଜିଲ୍ଲା ଚୋରି ଗ୍ୟାଙ୍ଗ୍ର ଖେଳ ଖତମ୍! 🚨 ୫ ଗିରଫ, ୬ ବାଇକ୍ ସହ ବିପୁଳ ପରିମାଣର ଚୋରି ସାମଗ୍ରୀ ଜବତ”।
ଲେଫ୍ରିପଡ଼ା ପୁଲିସର ବଡ଼ ସଫଳତା!
ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ବାଇକ୍ ଚୋରି ସହ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରରୁ ଚୋରି କରୁଥିବା ଅନ୍ତଃଜିଲ୍ଲା ଚୋର ଗ୍ୟାଙ୍ଗ୍ର ପର୍ଦ୍ଦାଫାସ୍।
ପୁଲିସ ଜାଲରେ ୫ ଅଭିଯୁକ୍ତ, ଜଣେ ନାବାଳକ ମଧ୍ୟ ଧରାପଡ଼ିଛି। ଜବତ ହୋଇଛି ୬ଟି ଚୋରି ବାଇକ୍ ସହ ମୋବାଇଲ୍, ଟାବଲେଟ୍, ଗ୍ୟାସ୍ ସିଲିଣ୍ଡର, ଚୁଲା, ଚାଉଳ, ଫ୍ୟାନ୍, ଷ୍ଟିଲ୍ ଟ୍ରେ ଓ ବିଭିନ୍ନ ରୋଷେଇ ସାମଗ୍ରୀ।
ପୁଲିସର ତଦନ୍ତ ଆଗକୁ ବଢ଼ିଲେ ଏହି ଗ୍ୟାଙ୍ଗ୍ର ଆହୁରି ଅନେକ ଚୋରି ଘଟଣାର ରହସ୍ୟ ଖୋଲିବା ସମ୍ଭାବନା ରହିଛି।
ଲେଫ୍ରିପଡ଼ା ପୁଲିସର ଏହି ବଡ଼ କାର୍ଯ୍ୟାନୁଷ୍ଠାନକୁ ନେଇ ଆପଣଙ୍କ ମତ କ’ଣ? କମେଣ୍ଟ କରନ୍ତୁ।
#Sundargarh #Lephripada #PoliceAction #CrimeNews #InterDistrictGang #ThiefGang #BikeTheft #CrimeBusted #PoliceSuccess #OdishaNews #SundargarhNews #BreakingNews #OdishaPolice #CrimeUpdate #SundargarhUpdatesLive