Public App Logo
Profile Picture

Golaka Bihari Kanhar

@golaka96
22678Followers
8Following
ଫୁଲବାଣୀ ସହର: କୁଡୁକି ଛକ ନିକଟରେ ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା; ୨ ଗୁରୁତର, ୩ ଜଣ ଆହତ
ଫୁଲବାଣୀ ସହର: ତିଲକାପଙ୍ଗା ଗାଁ ନିକଟ ଜଙ୍ଗଲରୁ ଏକ ଶକ୍ତିଶାଳୀ ଆଇଡି ବିସ୍ଫୋରକ ଠାବ କଲା ବିଏସଏଫ ବାହିନୀ
ଫୁଲବାଣୀ ସହର: ଫିରିଙ୍ଗିଆ କାଳିଆ ସାହି ନିକଟରେ ଯାତ୍ରୀବାହୀ ବସ ସାଲୁଙ୍କି ଦୁର୍ଘଟଣା ଗ୍ରସ୍ତ ୨ମୃତ,୭ରୁ ଉର୍ଦ୍ଧ୍ବ ଗୁରୁତର
ଫୁଲବାଣୀ ସହର: ହାତୀମୁଣ୍ଡାର ଗଞ୍ଜିଆ ପାତ୍ର ଜଙ୍ଗଲୀ ବାରହା ଆକ୍ରମଣରେ ଆହତ, ଫୁଲବାଣୀ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ରଖିଲେ ପ୍ରତିକ୍ରିୟା
ଫୁଲବାଣୀ ସହର: ଫୁଲବାଣୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥରେ କଡ଼ା ସୁରକ୍ଷା ମଧ୍ୟରେ ମତଦାନ ପ୍ରକ୍ରିୟା ଆରମ୍ଭ
ଫୁଲବାଣୀ ସହର: ମଲ୍ଲିକାର୍ଜୁନ ଖଡଗେ ଆସିବା ନେଇ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଫୁଲବାଣୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ପିସିସି ସଭାପତି
ଫୁଲବାଣୀ ସହର: ବବଡିଙ୍ଗିଆ ଗାଁରେ ଆମ୍ବ ଗଛରୁ ଖସିପଡି ଯୁବକଙ୍କ ମୃତ୍ୟୁ ସୂଚନା
ଫୁଲବାଣୀ ସହର: ଜଙ୍ଗଲୀ ବାରାହା ଆକ୍ରମଣରେ  ଦୁଇ ଗୁରୁତର;ଫୁଲବାଣୀ ମେଡିକାଲ ରେ ଭର୍ତି
ଫୁଲବାଣୀ ସହର: ଫିରିଙ୍ଗିଆ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପରେ ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ କନ୍ଧମାଳ ଜିଲ୍ଲା କାରିଗର ସମାବେଶ ଅନୁଷ୍ଠିତ
ଫୁଲବାଣୀ ସହର: ଆସନ୍ତାକାଲି ପାଇଁ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଫୁଲବାଣୀ ସହର: ଆସନ୍ତାକାଲି ପାଇଁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଫୁଲବାଣୀ ସହର: ଫୁଲବାଣୀରେ ପ୍ରସିଦ୍ଧ ନାରାୟଣୀ ଯାତ୍ରା ଆରମ୍ଭ, ବିରାଟ ପଟୁଆରରେ ଦୁଲୁକିଲା ସହର
ଫୁଲବାଣୀ ସହର: କେକେବିଏନ ଡିଭିଜନର ଡିଭିଜନାଲ କମିଟି ମେମ୍ବର ସମୟ ମାଡକାମ ଆତ୍ମସମର୍ପଣ କରିବା ନେଇ ଦକ୍ଷିଣାଞ୍ଚଳ ଆଇଜି ଜୟନାରାୟଣ ପଙ୍କଜ ରଖିଲେ ପ୍ରତିକ୍ରିୟା
ଫୁଲବାଣୀ ସହର: ସ୍ୱାସ୍ଥ୍ୟଅବସ୍ଥାରେ ପରିବର୍ତ୍ତନ ନଆସିବାରୁ ଉତ୍କଳ ହସପିଟାଲ ଭୁବନେଶ୍ୱର ସ୍ତାନାନ୍ତର ହେଲେ ଗଣମାଧ୍ୟମ ପ୍ରତିନିଧି ତଥା ସମାଜସେବୀ ଅଶୋକ ପରିଡା
ଫୁଲବାଣୀ ସହର: ଫୁଲବାଣୀ-ବାଲିଗୁଡ଼ା ମୁଖ୍ୟ ରାସ୍ତାର ଫିରିଙ୍ଗିଆ ହାଇସ୍କୁଲ ନିକଟରେ ଟ୍ରକ ସହ ଧକ୍କା ହୋଇ ୨ ବାଇକ ଆରୋହୀ ଗୁରୁତର
ଫୁଲବାଣୀ ସହର: ଗୁଦାରି ଗାଁ ପାଖରେ ଥିବା ଜଙ୍ଗଲରେ ମିଳିତ ଚଢ଼ଉ, ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ
ଫୁଲବାଣୀ ସହର: ଗଞ୍ଜେଇ ଜବତ ନେଇ ଫୁଲବାଣୀ ଅବକାରୀ କାର୍ଯ୍ୟାଳୟ ଇନ୍ସପେକ୍ଟର ପୂର୍ଣ୍ଣ ଚନ୍ଦ୍ର ବେହେରା ରଖିଲେ ପ୍ରତିକ୍ରିୟା
ଫୁଲବାଣୀ ସହର: ବାଲିପଦର ଗାଁ ବାଙ୍କରେ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି
ଫୁଲବାଣୀ ସହର: ଫୁଲବାଣୀ ପୌରାଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ
ଫୁଲବାଣୀ ସହର: କେଳାପଡା ପଞ୍ଚାୟତରେ ଥିବା  ମଦ ଦୋକାନକୁ ସମ୍ପୂର୍ଣ୍ଣ ଉଛେଦ ଦାବିରେ ରାଲି ସହ ଗର୍ଜିଲେ ଶତାଧିକ ମହିଳା
ଫୁଲବାଣୀ ସହର: ଜିଲାପାଳଙ୍କ ସଦଭାବନା ସଭାଗୃହରେ ନିର୍ବାଚନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ
ଫୁଲବାଣୀ ସହର: କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି କାଉନସିଲର
ଫୁଲବାଣୀ ସହର: ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ପ୍ରତିବାଦରେ ଆଜି ମେଡ଼ିକାଲ ଛକରେ ରାସ୍ତାରୋକ
ଫୁଲବାଣୀ ସହର: ବିଚାରାଧୀନ କଏଦୀ ମୃତ୍ୟୁ ଘଟଣାରେ ଫୁଲବାଣୀ ସଦର ଏସଡିପିଓ ରଖିଲେ ପ୍ରତିକ୍ରିୟା
ଫୁଲବାଣୀ ସହର: ଅପ୍ରେଲ ୧୬ ତାରିଖରେ କନ୍ଧମାଳ ବନ୍ଦ ଡାକରାକୁ କୁଇସମାଜ ପ୍ରତ୍ୟାହାର କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କୁଇ ସମାଜ ସମ୍ପାଦକ