ଫୁଲବାଣୀ ସହର: ଅପ୍ରେଲ ୧୬ ତାରିଖରେ କନ୍ଧମାଳ ବନ୍ଦ ଡାକରାକୁ କୁଇସମାଜ ପ୍ରତ୍ୟାହାର କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କୁଇ ସମାଜ ସମ୍ପାଦକ
ଅପ୍ରେଲ ୧୬ ତାରିଖରେ କନ୍ଧମାଳ ବନ୍ଦ ଡାକରାକୁ କୁଇ ସମାଜ ପ୍ରତ୍ୟାହାର କରିଥିବା ନେଇ କୁଇ ସମାଜ ସେବା ସମିତି କାର୍ଯ୍ୟାଳୟ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କୁଇ ସମାଜ ସେବା ସମିତି ସମ୍ପାଦକ ଇଂ ଅବନୀ କୁମାର କହଁର