ଫୁଲବାଣୀ ସହର: ଆସନ୍ତାକାଲି ପାଇଁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଆସନ୍ତା କାଲି ପାଇଁ କନ୍ଧମାଳ ଜିଲ୍ଲାକୁ ୟଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ।ଜିଲ୍ଲାର ତାପମାତ୍ରା ୩୭ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।ଜିଲ୍ଲାର ଫୁଲବାଣୀ,ବାଲିଗୁଡା, ଜି ଉଦୟଗିରି ଆଦି ସମସ୍ତ ସ୍ଥାନରେ ଖରା ସାଙ୍ଗକୁ ପବନ ବହିବ ଏବଂ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି।