Public App Logo
Profile Picture

Raighar khabar (simran)

@simran175
48277Followers
38Following
ଉମରକୋଟ: ରାଇଘର ହନୁମାନ ମନ୍ଦିର ସମ୍ମୁଖ ରେ ରାହୁଲ ଗାନ୍ଧି ଙ୍କ କୁଶପୁତ୍ତଳିକା ଦାହ
ଉମରକୋଟ: ଗଣଶିକ୍ଷା ମନ୍ତ୍ରୀ ଙ୍କ ରାଇଘର ଗସ୍ତ
ଉମରକୋଟ: ରାଇଘର ବ୍ଲକ କନଫରେନ୍ସ ହଲ ଠାରେ ମିଶନ ଶକ୍ତିର ମା'ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ
ଉମରକୋଟ: ମିଶନ ଶକ୍ତି ଓ ରାଇଘର ପଞ୍ଚାୟତ ସମିତି କଲେଜର ମିଳିତ ଆନୁକୂଲ୍ୟରେ କଲେଜ ପଡିଆରେ ବୃକ୍ଷ ରୋପଣ
ଉମରକୋଟ: ଟିମନପୁର ଠାରେ ପଦ୍ମଶ୍ରୀ ପୂଜ୍ୟ ପୂଜକ ବାବା ବଳିଆଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ଉମରକୋଟ: ଜାମଦରା ଠାରେ ସହିଦ ଦିବସ ପାଳନ
ଉମରକୋଟ: ରାଇଘର ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଉମରକୋଟ: କେନାଲ ପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଉମରକୋଟ ଅନୁକୁଲ୍ୟ ରେ ଫକୀର ମୋହନଙ୍କ 106 ତମ ଶ୍ରାଦ୍ଧ ଦିବସ ପାଳିତ
ଉମରକୋଟ: କୁବୁଡ଼ାଡ଼ିହି ଗ୍ରାମରେ ବଜ୍ରାଘାତ ରେ ବଳର ମୃତ୍ୟୁ
ଉମରକୋଟ: ନୂତନ ମନ୍ତ୍ରୀମଣ୍ଡଳ ରେ ସାମିଲ ହେଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ
ଉମରକୋଟ: ଡଙ୍ଗରିପାରା ଗ୍ରାମଠାରେ ମା' ଇଂଗଲାଜି ଗୁଡ଼ି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
ଉମରକୋଟ: କାଳବୈଶାଖୀ ପ୍ରଭାବରେ ରାଇଘର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଭାଙ୍ଗିଲା ଗଛ, ଯାତାୟତ ବାଧାପ୍ରାପ୍ତ
ଉମରକୋଟ: ରାଇଘର ସ୍ଥିତ ଧବଳେଶ୍ଵର ମନ୍ଦିରରେ ଦେବ ବିବାହ ସମ୍ପନ୍ନ
ଉମରକୋଟ: ଉମରକୋଟ ଅଞ୍ଚଳ ର ହଟାତ କଲୋନୀ ରେ ଭାଲୁ
ଉମରକୋଟ: ରାଇଘର ଅଞ୍ଚଳରେ ସାବିତ୍ରୀ ବ୍ରତ ପାଳନ କଲେ ସଧବା ନାରୀ
ଉମରକୋଟ: ଉମରକୋଟ ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ବିଜୟୀ
ଉମରକୋଟ: ଆଜି ରାଇଘର ସ୍ତିତ ତପନ କଲ୍ୟାଣ ମଣ୍ଡପ ଠାରେ ମୁକ୍ତି ଲାଭ କଲା କ୍ଷୁଦ୍ର ଚଳଚ୍ଚିତ୍ର  "ରିଲୋ ରିଲୋ"
ଉମରକୋଟ: ସାଇକେଲ ଯୋଗେ ଉମରକୋଟରୁ କେଦାରନାଥକୁ ଯାତ୍ରା କରିବେ ୪ ଜଣ ଯୁବକ
ଉମରକୋଟ: ରାଇଘର ବ୍ଲକ କାର୍ଯ୍ୟାଳୟରେ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କଲେ ଗୁପ୍ତ ପ୍ରସାଦ ଝାଙ୍କର
ଉମରକୋଟ: ଖୁଡୁକୁ ପଞ୍ଚାୟତର ୧୦ ଗୋଟି ଗ୍ରାମର ଗ୍ରାମବାସୀଙ୍କ ଭୋଟ ବର୍ଜନ
ଉମରକୋଟ: ରାଇଘର ଏକ୍ସ ବୋର୍ଡ ସ୍କୁଲରେ ହୋଇଥିବା ବୁଥରେ ଚାଲିଛି ମତଦାନ
ଉମରକୋଟ: ବହୁ ଆଡମ୍ବର ସହ ରାଇଘର ମା ମାଉଲିଗୁଡ଼ି ମନ୍ଦିର ରେ ମା ମାଉଲି ଙ୍କ ମଣ୍ଡେଇ ଯାତ୍ରା ଅନୁଷ୍ଠିତ
ଉମରକୋଟ: କାଳବୈଶାଖୀ ପ୍ରଭାବ ରେ ଭାଙ୍ଗିଲା ଗଛ ମହଣ୍ଡ ଯିବା ରାସ୍ତା ବାଧା ପ୍ରାପ୍ତ
ଉମରକୋଟ: ସୀମାନ୍ତ ଛତିଶଗଡ଼ ରେ ଓଡିଶା ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ
ଉମରକୋଟ: ରାଇଘର ମିନି ଷ୍ଟାଡିୟମ ଠାରେ ଆୟୋଜିତ ସଭାରେ ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ  ଶାନ୍ତନୁ ଠାକୁର