ଉମରକୋଟ: ରାଇଘର ବ୍ଲକ କାର୍ଯ୍ୟାଳୟରେ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କଲେ ଗୁପ୍ତ ପ୍ରସାଦ ଝାଙ୍କର
ନୂତନ ବ୍ଲକ ଅଧକ୍ଷ ଭାବରେ ଦାୟିତ୍ଵ ଗ୍ରହଣ କଲେ ଗୁପ୍ତ ପ୍ରସାଦ ଝାଙ୍କର ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନ ମଣ୍ଡଳୀ ର ବିଧାନସଭା ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିବା ପାଇଁ ବ୍ଲକ ଅଧକ୍ଷା ନବିନା ନାୟକ ବ୍ଲକ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଥିଲେ। ଉମରକୋଟ ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ପ୍ରାର୍ଥୀନୀ ଭାବରେ ସେ ନିର୍ବାଚନ ଲଢ଼ିଥିଲେ। ଆଜି ବ୍ଲକ ଉପାଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର ବ୍ଲକ ଅଧ୍ୟକ୍ଷ ଭାବରେ ଦାୟିତ୍ଵ ନେଇଛନ୍ତି