ଉମରକୋଟ: ଗଣଶିକ୍ଷା ମନ୍ତ୍ରୀ ଙ୍କ ରାଇଘର ଗସ୍ତ
ଗଣଶିକ୍ଷା ମନ୍ତ୍ରୀ ଙ୍କ ରାଇଘର ଗସ୍ତ ଆଜି ଦିନ 12 ଟା ରେ ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବ୍ଲକ କନଫରେନ୍ସ ହଲ୍ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମ ରେ ରାଇଘର ଅଞ୍ଚଳ ରେ ଥିବା ଶିକ୍ଷା ଓ ଅନ୍ୟାନ୍ୟ ସମସ୍ୟା କୁ ନେଇ ଆଲୋଚନା କରାଯାଇଥିଲା