ଉମରକୋଟ: କୁବୁଡ଼ାଡ଼ିହି ଗ୍ରାମରେ ବଜ୍ରାଘାତ ରେ ବଳର ମୃତ୍ୟୁ
ବଜ୍ରାଘାତ ରେ ବଳଦ ର ମୃତ୍ୟୁ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁରବେଡା ପଞ୍ଚାୟତ ର କୁବୁଡ଼ାଦିହି ଗ୍ରାମରେ ଗତ କାଲି ରାତି ପ୍ରାୟ 7.30 ସମୟ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଓ ବିଜୁଳି ଘଡଘଡି ହୋଇଥିଲା। ବଳଦ ଘର ବାହାରେ ଥିବାର ବଜ୍ରାଘାତ ରେ ବଳଦ ର ମୃତ୍ୟୁ ହୋଇଥିବା ଜଣାପଡିଛି