ରାଇଘର ମିନି ଷ୍ଟାଡିୟମରେ ଏକ ସଭା ରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଶାନ୍ତନୁ ଠାକୁର ରାଇଘର: ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ମିନି ଷ୍ଟାଡିୟମରେ କେନ୍ଦ୍ର ମନ୍ତ୍ରୀ ଶାନ୍ତନୁ ଠାକୁର ୧୨ ଟା ସମୟ ରେ ହେଲିକପ୍ଟର ଯୋଗେ ପହଞ୍ଚି ଥିଲେ। ତାଙ୍କୁ ରାଇଘର ର ବିଜେପି କର୍ମୀ ମାନେ ବହୁ ଆଡମ୍ବର ସହକାରେ ସ୍ବାଗତ କରିଥିଲେ। ତତ୍ ସହ ମତୁଆ ସମାଜ ର ଲୋକ ମାନେ ବାଜା ବଜାଇ ତାଙ୍କୁ ସ୍ବାଗତ କରିଥିଲେ।