ରାଇଘର ବ୍ଲକ କନଫରେନ୍ସ ହଲ୍ ଠାରେ ମିଶନ ଶକ୍ତି ମା ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କନଫରେନ୍ସ ହଲ୍ ଠାରେ ମିଶନ ଶକ୍ତି ମା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମ ରେ ସରକାର ଙ୍କ ନୂତନ ଯୋଜନା ବିଷୟ ରେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକ ରେ ରାଇଘର ବ୍ଲକ ଅଧକ୍ଷ ଗୁପ୍ତ ପ୍ରସାଦ ଝାଙ୍କର୍,ବିଡ଼ିଓ ଲକ୍ଷ୍ମୀ ସାଗର ମାଝି ତଥା ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ।