ଉମରକୋଟ: ଜାମଦରା ଠାରେ ସହିଦ ଦିବସ ପାଳନ
ଆଜି ରାଇଘର ବ୍ଲକ କୁମୁଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯାମଦରା ଠାରେ ଦଳିତ ସମାଜର ଲଢୁଆ ନେତା ସହିତ ବନସିଂ ଗଣ୍ଡ ଓ ସହିଦ ଅଇତୱାରୀ ରାଉତଙ୍କ ସହିଦ ଦିବସ ପାଳିତ ହୋଇଯାଇଛି। ଦିନ 11 ଟା ସମୟ ରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣେଇଥିଲେ ଗ୍ରାମବାସୀ