Public App Logo
Profile Picture

Anwar Hussain

@sk.anwarhussain
6791Followers
313Following
ବିଶୋଇ: ନୂଆଗାଁ ବାଇପାସ ଠାରେ ଆଜି ବାଇକ ଦୁର୍ଘଟଣାରେ ଜଣେ ମୃତ; ଜଣେ ଗୁରୁତର
ବିଶୋଇ: ରାଜ୍ୟ ପୁରସ୍କାର ପ୍ରାପ୍ତ ଡଃ ରାଉତଙ୍କୁ ଆଜି ମଣଦା ସି ଏଚ୍ ସି ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା
ବିଶୋଇ: ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଶଲ୍ୟ ବିଶେଷଜ୍ଞ ଡ. ରାଉତଙ୍କୁ ଶ୍ରେଷ୍ଠ ପରିବାର ନିୟନ୍ତ୍ରଣ ଚିକିତ୍ସକ ଭାବେ ସମ୍ବର୍ଦ୍ଧିତ
ବିଶୋଇ: ଲୁହାକାନୀ ଗ୍ରାମର ହନୁମାନ ମନ୍ଦିରର ପ୍ରାଣ ପ୍ରତିଷ୍ଠା ନିମନ୍ତେ ଆଜି ଘଟ ଉତ୍ତୋଳନ ଉତ୍ସବ ଅନୁଷ୍ଠିତ
ବିଶୋଇ: ନୂଆଗାଁ ସ୍ଥିତ ସୀମାନ୍ତ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷରୋପଣ କରି ପ୍ରତିକ୍ରିୟା ଦେଲେ ସାଂସଦ
ବିଶୋଇ: ପିଟିଧିରି ଗ୍ରାମର ଯୁବ ଶିକ୍ଷକଙ୍କ ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ମୃତ, ଆଜି ହେଲା ଶବ ବ୍ୟବଚ୍ଛେଦ
ବିଶୋଇ: ଗ୍ରାମାଞ୍ଚଳ ଥାନା ଅଞ୍ଚଳର ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଶିକ୍ଷକଙ୍କୁ ଆଜି ହେଲା କୋର୍ଟ ଚାଲାଣ
ବିଶୋଇ: କାଦପାଣି ଗ୍ରାମ ଜଙ୍ଗଲ ଲିଜ ଜମିରେ ଅବୈଧ ପେଟ୍ରୋଲ ପମ୍ପ ନିର୍ମାଣକୁ ବିରୋଧ କରି ତହସିଲଦାରଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ
ବିଶୋଇ: ବିଶୋଇ ବ୍ଲକ୍ ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଆଜି ଜଗନ୍ନାଥଙ୍କ ଭକ୍ତଙ୍କୁ ସର୍ବତ ଓ ଚୁଡ଼ା ବଣ୍ଟନ
ବିଶୋଇ: ମହାଆଡମ୍ବର ସହ ବିଶୋଇ ବଜାରରେ ଆଜି ରଥଯାତ୍ରା ପାଳିତ, ହଜାର ହଜାର ଲୋକଙ୍କ ସମାଗମ
ବିଶୋଇ: ଭାତଛତ୍ର ଗ୍ରାମରେ ପବିତ୍ର ରଥଯାତ୍ରା ପାଳିତ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
ବିଶୋଇ: ବାଦାମପାହାଡ଼ରୁ ପୁରୀକୁ ଗଡ଼ିଲା ଟ୍ରେନ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟସଭା ସାଂସଦ
ବିଶୋଇ: ବିଶୋଇ ଏସ୍ ଏସ୍ ଡ଼ି ବାଳକ ଉଚ୍ଚ ବିଦ୍ୟାଳୟରେ ଆଜି ବନ ମହୋତ୍ସବ ପାଳିତ
ବିଶୋଇ: ବିଶୋଇ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଜି ଯୋଗ ଦେଲେ ନୂତନ ପ୍ରଧାନ ଶିକ୍ଷକ
ବିଶୋଇ: ପୋଖରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ
ବିଶୋଇ: ଗତକାଲି ରାତିରେ ଆମ୍ଵଡିହା ଗ୍ରାମରୁ ଟ୍ରାକ୍ଟର ଚୋରୀ,ଆଜି ଥାନା ରେ ମାମଲା ଦାୟର
ବିଶୋଇ: ବିଜାତଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବନମହୋତ୍ସବ ସପ୍ତାହ ପାଳିତ
ବିଶୋଇ: ମାଦାଳି ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସିଟ୍ ସଂଖ୍ୟା ବୃଦ୍ଧି କୁ ନେଇ ଆଜି ବିଦ୍ୟାଳୟ ଉତ୍ସବ ମୁଖର
ବିଶୋଇ: ଲୁହାକାନୀ ଡଃ ହରେକୃଷ୍ଣ ମହତାବ ହାଇସ୍କୁଲ ଶିକ୍ଷକଙ୍କୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା
ବିଶୋଇ: ମଙ୍ଗଳବାର ରାତିରେ ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟର କୁ, ରୁଗୁଡି ସାହିରେ ଜବତ୍ କରିଛି ଝାରପୋଖରିଆ ପୋଲିସ୍
ବିଶୋଇ: ବାବା ଭୋଳାନାଥ କ୍ଲବ ଫୁଟବଲ ପ୍ରତିଯୋଗିତାରେ ଯୋଗଦେଲେ ସାରସକଣା ବିଧାୟକ
ବିଶୋଇ: ଗୋଟିଏ ସପ୍ତାହ ମଧ୍ୟରେ ଜିଲ୍ଲାପାଳଙ୍କ ଦ୍ଵିତୀୟ ଥର ପାଈଁ ଆଜି ବିଶୋଇ ଗସ୍ତ, ପରିଦର୍ଶନ କଲେ ବିଶୋଇ ନୋଡାଲ ବିଦ୍ୟାଳୟ
ବିଶୋଇ: ବାଙ୍କି ଗାଁ ରାଜପଥ କଡ଼ରେ ଆଜି ଏକ ଯୁବକର ଝୁଲନ୍ତା ମୃତ ଦେହ ଠାବ,ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ
ବିଶୋଇ: ବିଶୋଇ ଥାନା ସଭାଗୃହ ଠାରେ ଆଜି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ବୈଠକ ଅନୁଷ୍ଠିତ
ବିଶୋଇ: ଜାମିରଡିହା ଠାରେ ଆଜି ହୁଲ୍ ମାହା ତଥା ସିଦ କାହ୍ନୁ କ୍ରାନ୍ତି ଦିବସ ପାଳିତ