ବିଶୋଇ: ବାଦାମପାହାଡ଼ରୁ ପୁରୀକୁ ଗଡ଼ିଲା ଟ୍ରେନ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟସଭା ସାଂସଦ
ମୟୂରଭଞ୍ଜ ଜିଲ୍ଲା ର ବାଦାମ ପାହାଡ଼ ରୁ ପୁରୀ କୁ ରଥଯାତ୍ରା ପାଇଁ ଆଜି ଏକ ଟ୍ରେନ୍ ର ସକାଳ ୬ ଟା ସମୟରେ ଶୁଭାରମ୍ଭ କରିଛନ୍ତି ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ଏବଂ ଏଥିପାଇଁ ସେ ଖୁସି ପ୍ରକଟକରି ଧନ୍ୟବାଦ ଅର୍ପଣ କରିଥିଲେ ମହାମହିମ ରା୍ଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ।