Public App Logo
Profile Picture

Anupama sahoo 9937448102

@bhubandhenkanal
70321Followers
14Following
ଭୁବନ: ଭୁବନ ବ୍ଲକ ବାଲିବୋ ସ୍ଥିତ ପଲ୍ଲୀ ଶ୍ରୀକ୍ଷେତ୍ର  ଜଗନ୍ନାଥ ମନ୍ଦିରର ପ୍ରଥମ ବାର୍ଷକ ଉତ୍ସବ
ଭୁବନ: ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଘଂନ ଭୁବନ ର ବିଭିନ୍ନ କାର୍ଯ୍ୟାଳୟ ସାମ୍ନା ରୁ ହଟୁନି ମୁଖ୍ୟ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ଫୋଟ ଥିବା ହୋଡ଼ିଂ
ଭୁବନ: ଗାଁ ଦାଣ୍ଡରେ ଉଲଗ୍ନ ଯୁବକ ଙ୍କୁ ଉଠାଇନେଲା ପୋଲିସ
ଭୁବନ ଥାନା ଜୟପୁର ଗ୍ରାମ ର ଘଟଣା , ପ୍ରତିମା ଦେହୁରୀ ଦେଲେ ଏତଲା
ଭୁବନ: ସ୍ତ୍ରୀ ଚାଲିଗଲା ବାପଘରକୁ, ସ୍ଵାମୀ ଝୁଲିପଡ଼ିଲା ଫ୍ୟାନରେ ଚଣ୍ଡିପାଳ ଅସୁରବନ୍ଧ ଗାଁ ଘଟଣା
ଭୁବନ: ରାଜପଥରେ ରାହାଜାନୀ ସୁନାରିଠୁଁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା । ଭୁବନ ଥାନା ଅନ୍ତର୍ଗତ ରାଜପଥ ୫୩ ଶ୍ୟାମଳ ଛକ ଘଟଣା
ଭୁବନ: ଭୁବନ ବ୍ଲକର ଜଣେ ଅନାଥ ଝିଅଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ବିବାହ କରାଯାଇଥିବାରୁ ସଭାପତି ଙ୍କୁ ଭୁବନେଶ୍ୱର ରେ ସମ୍ବର୍ଦ୍ଧନା
ଭୁବନ: ପଳାଶପିଠିଆରେ କୈଳାସଙ୍କୁ ମନେ ପକାଇଲା କାମାକ୍ଷାନଗର କଂଗ୍ରେସ ।
ଭୁବନ: ଏକତାଳି ଠାରେ ମନ୍ତ୍ରୀଙ୍କୁ ଅଭିଯୋଗ କରିବାରୁ ଫଳ ହେଲା ଓଲଟା ସରପଞ୍ଚ ପାଣି ବନ୍ଦ କଲେ ଗ୍ରାମବାସୀ 
 ପମ୍ଫହାଉସରେ ତାଲା ଦେଲେ
ଭୁବନ: ରଗଡ଼ି ଛକ ରେ ସ୍କୁଟି ସହ ଦେଶୀ ମଦ ଜବତ କଲେ ଅବକାରୀ କର୍ମଚାରୀ
ଭୁବନ: ଭୂଷଳ ଠାରେ ମହୁମାଛି ଆକ୍ରମଣର ଶିକାର ହେଲେ ବରଯାତ୍ରୀ 
ବାଜିଲା ଡି ଜେ ନାଚିଲେ ବରଯାତ୍ରୀ । ତା ସାଙ୍ଗକୁ ଉଡ଼ିଲେ ମହୁମାଛି ।
ଭୁବନ: ଭୁବନ ରଙ୍ଗିଲା ବାର ନିକଟରୁ ବାଇକ ଚୋରି ଥାନା ରେ ଅଭିଯୋଗ
ଭୁବନ: ତରଭୁଜ ଚାଷ ଭୁବନ କୃଷକ ମୁହଁରେ ଫୁଟାଇଛି ହସ,ପାଲଟିଛି ଯୁବକ ମାନଙ୍କ ପାଇଁ ଉଦାହରଣ
ଭୁବନ: ଭୁବନ ଶ୍ରୀରାମ ମନ୍ଦିର ସେବା ଘର ପରିସରରେ ଅନୁଷ୍ଟିତ ସାହିତ୍ୟ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭଜମନ ବେହେରା
ଭୁବନ: ଭୁବନର ରାମକୃଷ୍ଣପୁର କେନାଲ ରାସ୍ତାରୁ 5T ବ୍ୟାଗ୍ରେ ବ୍ୟାରେଲ ଭର୍ତ୍ତି ଦେଶୀ ମଦ ସହ ବାଇକ ଜବତ ଧରିଲେ ଗ୍ରାମବାସୀ, ୨ ଗିରଫ
ଭୁବନ: ଭୁବନ ବୃଦ୍ଦେସ୍ୱର ପୀଠ ରେ ମହାଶିବ ରାତ୍ରି ଜାଗର ଯାତ୍ରା ପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା
ଭୁବନ: ଦିବ୍ୟାଙ୍ଗ ଓ ବରିଷ୍ଟ ନାଗରିକ ଉପକରଣ ବାଣ୍ଟିଲେ ବ୍ଲକ ପରିସରରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
ଭୁବନ: ଓଢ଼ିଶ ଠାରେ ଦୁବୃର୍ତ୍ତ ମାଡ ରେ ଡ୍ରାଇଭର ସଂଘ ସଭାପତି ଗୁରୁତର ଜଣେ ଗିରଫ
ଭୁବନ: ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କାଳୀ ବଜାର ଠାରେ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
ଭୁବନ: ମନ୍ଦାର ପୋଲ ଉପରେ ଦୁର୍ଘଟଣା ର ଶିକାର ହୋଇଥିବା ମଇଁଶି ଚରାଳି ନ୍ୟାୟ ପାଇଁ ୮ମାସ ହେଲା ଦୌଡ଼ୁଛନ୍ତି ଜଲି ଦାସ
ଭୁବନ: ବସ କର୍ମଚାରିଙ୍କୁ ନିଶା ଦେଇ ଲକ୍ଷେ ଲୁଟ ଘଟଣା ରେ ୩ ଅଟକ ସି ସି ଟିଭି ଫୁଟେଜ ଆଧାର ରେ ତଦନ୍ତ ..
ଭୁବନ: ଭୁବନ ରେ ବସ କର୍ମଚାରି ଙ୍କୁ ନିଶା ଦେଇ ଲକ୍ଷାଧିକ ଟଙ୍କା ସହ ମୋବାଇଲ ଲୁଟ ହୋଇଥିବା ଅଭିଯୋଗ
ଭୁବନ: ବାଜି ରାଉତ ସ୍ମୃତି ପୀଠ ରେ ୧୦୮ ତମ ବିଜୁ ଜୟନ୍ତୀ ରେ ଯୋଗ ଦେଲେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ।
ଭୁବନ: ଭୁବନର  ସବୁଘରେ ଲାଭାର୍ଥିଙ୍କ ସମୃଦ୍ଧି କାର୍ଯ୍ୟକ୍ରମ ବାଲିଝାଟି ରୁ ଆରମ୍ଭ
ଭୁବନ: ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଜିରାଉତ ସ୍ମୃତି ବିଦ୍ୟାମନ୍ଦିର ୩୫ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ସାଂସଦ
ଭୁବନ: ବିଦାୟ ଦିନ ଫାଇନାଲ ପେନସନ
ଜିଲ୍ଲାରେ ପ୍ରଥମ ପାଇଲେ କୈଳାସ 
ଭୁବନ ବ୍ଲକ ଦୀଘି ପଞ୍ଚାୟତ ଦୀଘି ଉପ୍ରା ସ୍କୁଲର ପ୍ରଧାନଶିକ୍ଷକ