Public App Logo
Jansamasya
National
���ीएसटी
Happydiwali
Cybersecurityawareness
Nextgengst
Diwali2025
Pmmsy
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଭୁବନ: ବସ କର୍ମଚାରିଙ୍କୁ ନିଶା ଦେଇ ଲକ୍ଷେ ଲୁଟ ଘଟଣା ରେ ୩ ଅଟକ ସି ସି ଟିଭି ଫୁଟେଜ ଆଧାର ରେ ତଦନ୍ତ ..

Bhuban, Dhenkanal | Mar 6, 2024
ବସ କର୍ମଚାରିଙ୍କୁ ନିଶା ଦେଇ ଲକ୍ଷେ ଲୁଟ ଘଟଣା ରେ ୩ ଅଟକ ସି ସି ଟିଭି ଫୁଟେଜ ଆଧାର ରେ ତଦନ୍ତ .. ଭୁବନ ତା ୬.୨.୨୪ ବସ କର୍ମଚାରି ଙ୍କୁ ନିଶା ଦେଇ ଲକ୍ଷାଧିକ ଟଙ୍କା ମୋବାଇଲ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଥାନା ରେ ଅଭିଯୋଗ ହୋଇନାହିଁ । ବସ ମଧ୍ୟ ରେ ଶୋଇ ରହିଥିବା ୩ କର୍ମଚାରି ଙ୍କୁ ଅଚେତ୍ ଅବସ୍ଥା ରେ ସ୍ଥାନୀୟ ଲୋକ ଉଦ୍ଧାର କରି ସନ୍ଧ୍ୟା ରେ ଭୁବନ ଡାକ୍ତରଖନା ରେ ଭର୍ତ୍ତି କରିଛନ୍ତି । କର୍ମଚାରି ଙ୍କ ମଧ୍ୟ ରୁ ଡ୍ରାଇଭର ର ଚେତା ଫେରିଆସିଛି । ସେ ସମସ୍ତ ଘଟଣା କହିବା ପରେ ଜଣାଯାଇଛି ଯେ ଥମ୍ସ ଉପ ପିଆଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି ।

MORE NEWS