ମହୁମାଛି ଆକ୍ରମଣର ଶିକାର ହେଲେ ବରଯାତ୍ରୀ ଭୁବନ ତା ୧୨,୦୩,୨୪ ବାଜିଲା ଡି ଜେ ନାଚିଲେ ବରଯାତ୍ରୀ । ତା ସାଙ୍ଗକୁ ଉଡ଼ିଲେ ମହୁମାଛି । ଏମିତି କାମୁଡ଼ିଲେ ଯେ ମା ଲୋ ଵୋପା ଲୋ କହି କିଏ କୁଆଡେ ପଳାଇଗଲେ ବରଯାତ୍ରୀ । ଝିଅ ଘରକୁ ରୋଷଣୀ କରି ଯାଉଥିବା ସମୟରେ ମହୁମାଛି ଙ୍କର ଆକ୍ରମଣ ର ଶିକାର ହୋଇଥିବା ଦେଖିବାକୁ ମିଳିଛି ।ସୂଚନାରୁ ଜଣପଡିଛି ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଡେରା ଗ୍ରାମରୁ ଏକ ବରଯାତ୍ରୀ ଦଳ ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ଗ୍ରାମରେ ରୋଷଣୀ କରି ଯାଉଥିବା ସମୟରେ ଡ଼ି. ଜେ ଗାଡ଼ିର ଭାଇବ୍ରେଟର ସଂପର୍ଷରେ ଆସି ମହୁମାଛି ବସାଟି ଦୋହଲିଥି