ଭୁବନ: ଗାଁ ଦାଣ୍ଡରେ ଉଲଗ୍ନ ଯୁବକ ଙ୍କୁ ଉଠାଇନେଲା ପୋଲିସ
ଭୁବନ ଥାନା ଜୟପୁର ଗ୍ରାମ ର ଘଟଣା , ପ୍ରତିମା ଦେହୁରୀ ଦେଲେ ଏତଲା
ଗାଁ ଦାଣ୍ଡରେ ଉଲଗ୍ନ ଯୁବକ ଙ୍କୁ ଉଠାଇନେଲା ପୋଲିସ ଭୁବନ ତା ୧୭.୩ ଭୁବନ ଥାନା ଜୟପୁର ଗ୍ରାମ ର ଜଣେ ଯୁବକ ଗାଁ ଦାଣ୍ଡରେ ଉଲଙ୍ଗ ଯୁବକ ଙ୍କୁ ଉଠାଇନେଲା ପୋଲିସ । ପୋଲିସ ସୂତ୍ର ରୁ ଜଣାଯାଏ ଯେ ଭୁବନ ଥାନା ଜୟପୁର ଗ୍ରାମ ସ୍ବର୍ଗତ ଭ୍ରମରବର ମଲ୍ଲିକଙ୍କ ପୁଅ ବ୍ରହ୍ମାନନ୍ମଲ୍ଲିକ( ୫୦) ସନ୍ଧ୍ୟାରେ ଉଲଙ୍ଗ ହୋଇ ମହିଳାଙ୍କୁ ଅସଦ ବ୍ୟବହାର କରିଥିବାରୁ ଗାଁ ର ୨୦୦ ମହିଳା ପୁରୁଷ ରାତି ପ୍ରାୟ ୯.୩୦ରେ ଥାନା ଘେରାଉ କରିଥିଲେ । ଏନେଇ ପ୍ରତିମା ଦେହୁରୀ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।