ଭୁବନ: ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଘଂନ ଭୁବନ ର ବିଭିନ୍ନ କାର୍ଯ୍ୟାଳୟ ସାମ୍ନା ରୁ ହଟୁନି ମୁଖ୍ୟ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ଫୋଟ ଥିବା ହୋଡ଼ିଂ
ଆଦର୍ଶ ଆଚରଣ ବିଧି ଉଲଘଂନ। ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନ ରେ ଲାଗିଛି ହୋଡିଂ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଫୋଟ ଥିବା ହୋଡ଼ିଙ୍ଗ ହଟାଇବା ପାଇଁ ନିୟମ ରହିଥିବା ବେଳେ ତିନି ଦିନ ପରେ ବି ହଟାଯାଇ ନାହିଁ