ଭୁବନ ଥାନା ବ୍ରାହ୍ମଣୀ ନଦୀ ର ପୋଲ ଉପରେ ୮ମାସ ପୂର୍ବେ ବାଇକ ଦୁର୍ଘଟଣା ର ଶିକାର ହୋଇଥିବା ସ୍ବାମୀ ଙ୍କୁ ନ୍ୟାୟ ଦେବା ନିମନ୍ତେ ବାରମ୍ବାର ଭୁବନ ଥାନା କୁ ଆସି ହତାଶ ରେ ଫେରୁଛନ୍ତି । ନୂତନ ଥାନାଧିକାରୀ ଭେଟି ଦୁଃଖ ଜଣାଇବା ପରେ ଆଶ୍ଵାସନା ପାଇଥିବା ଜଣାଇଛନ୍ତି ମନ୍ଦାର ପଞ୍ଚାୟତ ଦେଉଳସାହି ବାସିନ୍ଦା ଜଳିଦାସ