ଭୁବନ: ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଜିରାଉତ ସ୍ମୃତି ବିଦ୍ୟାମନ୍ଦିର ୩୫ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ସାଂସଦ
ବାଜିରାଉତ ସ୍ମୃତି ବିଦ୍ୟାମନ୍ଦିର ୩୫ତମ ବାର୍ଷିକ ଉତ୍ସବ ଯୋଗ ଦେଲେ ସାଂସଦ ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବାଜିରାଉତ ସ୍ମୃତି ବିଦ୍ୟାମନ୍ଦିର ୩୫ତମ ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟା ରେ ଧୁମ୍ ଧାମରେ ପାଳିତ ହୋଇଛି । ପରିଚାଳନା କମିଟି ସଭାପିତ ଦୀପକ କୁମାର ବିହାରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବ ରେ ସାଂସଦ ମହେଶ ସାହୁ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ନଗର ପାଳ ଶୁଭେନ୍ଦୁ ସାହୁ ସମ୍ମାନିତ ଅତିଥି ଭାବେ ଏ ବି ଇ ଓ ରାଜଲକ୍ଷ୍ମୀ ଟୁଡୁ ସୁମତି ପ୍ରଧାନ , ବାଳିବୋ ସେବା ସମବାୟ ସମିତି ସଭାପତି ମଳୟ କୁମାର ତ୍ରିପାଠ