ଫୁଲବାଣୀ ସହର: ରାଇକିଆ ବିଡ଼ିଓ ଆଜି ସୁଗଡବାଡି ଅଞ୍ଚଳ ର ବିଭିନ୍ନ ଅଞ୍ଚଳ କୁ ଯାଇ ବିଭିନ୍ନ ସ୍ଥାନର ଉନ୍ନୟନ କାମ ଉପରେ ତଦନ୍ତ କରିଛନ୍ତି
ରାଇକିଆ ବିଡ଼ିଓ ଆଜି ସୁଗଡବାଡି ଅଞ୍ଚଳ ର ବିଭିନ୍ନ ଅଞ୍ଚଳ କୁ ଯାଇ ବିଭିନ୍ନ ସ୍ଥାନର ଉନ୍ନୟନ କାମ ଉପରେ ତଦନ୍ତ କରିଛନ୍ତି।ଏବଂ ଲୋକ ଙ୍କ ବିଭିନ୍ନ ସମସ୍ୟା ବି ପଚାରି ବୁଝିଛନ୍ତି।ଯେଉଁ ସମସ୍ୟା ରହିଅଛି ତାହା କିପରି ତୁରନ୍ତ ହୋଇ ପାରିବ ସେ ଉପରେ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।