କଟକ ପୌରାଞ୍ଚଳ: ସତୀଚୌରାରୁ ନିଶା ବେପାରୀ ରୁବି ବେଗମ ଗିରଫ, ୧୮୦ ଗ୍ରାମ ବ୍ରାଉନସୁଗର ଜବତ
ସତୀଚୌରା ଇମାମପଡ଼ା ବସ୍ତିର ୨୩ ବର୍ଷୀୟ ରୁବି ବେଗମଙ୍କୁ ନିଶା ବେପାରୀ ଭାବେ ଅବକାରୀ ଗୁଇନ୍ଦା ବିଭାଗ ଗିରଫ କରିଛି । ତାଙ୍କଠାରୁ ପ୍ରାୟ ୧୮୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି ଏବଂ ସୋମବାର ତାଙ୍କୁ କୋର୍ଟକୁ ଚାଲାଣ କରାଯାଇଛି ।