କଟକ ପୌରାଞ୍ଚଳ: PM SHRI କଳିଙ୍ଗ ବିଦ୍ୟାପୀଠରେ 2010 ବ୍ୟାଚ୍ର ବନ୍ଧୁମିଳନ, ଶିକ୍ଷକଙ୍କୁ ସମ୍ବର୍ଦ୍ଧନା
ଚୌଦ୍ୱାରସ୍ଥିତ ପିଏମ୍ଶ୍ରୀ କଳିଙ୍ଗ ବିଦ୍ୟାପୀଠରେ 2010 ବ୍ୟାଚ୍ର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପୁରାତନ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଦ୍ୟାଳୟକୁ ଏକ ଫ୍ରିଜ୍ ପ୍ରଦାନ କରାଯାଇଛି।