କଣ୍ଟାମାଳ: କଣ୍ଟାମାଳ ମହେଶ୍ୱରପିଣ୍ଡାରେ ମା' ରୁଦ୍ରକାଳୀ ପୂଜାରେ ଯୋଗଦେଲେ ବିଧାୟକ କହ୍ନେଇ ଚରଣ ଡାଙ୍ଗ
କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ୱରପିଣ୍ଡାରେ ମା' ରୁଦ୍ରକାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପୂଜାରେ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଯୋଗଦେଇ ମା'ଙ୍କ ଆଶୀର୍ବାଦ ନେବା ସହ ଅଞ୍ଚଳର ସୁଖ ସମୃଦ୍ଧି କାମନା କରିଛନ୍ତି।