Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଭଦ୍ରକ ଗ୍ରାମାଞ୍ଚଳ: ଜିଲ୍ଲାପାଳ ଅଧ୍ୟକ୍ଷତାରେ ସଦଭାବନା ସଭା ଗୃହରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି

Bhadrak Rural, Bhadrak | Jul 21, 2026

MORE NEWS

🚨 ବଡ଼ ଅଘଟଣ ଟଳିଲା! 😨🔥

ବାଲେଶ୍ୱର ଜିଲ୍ଲାର ମାର୍କୋଣା ରେଳ ଷ୍ଟେସନ ନିକଟରେ ହାଉଡା–ପୁରୀ ଧଉଳି ସୁପରଫାଷ୍ଟ ଏକ୍ସପ୍ରେସରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିବାରୁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଧୂଆଁ ଦେଖି ଜୀବନ ବଞ୍ଚାଇବାକୁ ଟ୍ରେନରୁ ତଳକୁ ଓହ୍ଲାଇ ଧାଇଁଥିଲେ ଯାତ୍ରୀ। ସୌଭାଗ୍ୟବଶତଃ କୌଣସି ଜୀବନହାନି କିମ୍ବା କ୍ଷୟକ୍ଷତି ହୋଇନାହିଁ। 🙏

👉 ଏଭଳି ଘଟଣା ପୁଣି ନ ଘଟିବା ପାଇଁ ଆପଣଙ୍କ ମତ କ'ଣ? କମେଣ୍ଟରେ ଜଣାନ୍ତୁ।

📢 ଓଡ଼ିଶାର ସମସ୍ତ ବଡ଼ ଖବର ପାଇଁ RCN ODIA କୁ Follow କରନ୍ତୁ।

#BreakingNews #Balasore #Markona #DhauliExpress #TrainFire #OdishaNews #RCNODIA #RailwayNews #ViralNews #Odisha

🚨 ବଡ଼ ଅଘଟଣ ଟଳିଲା! 😨🔥 ବାଲେଶ୍ୱର ଜିଲ୍ଲାର ମାର୍କୋଣା ରେଳ ଷ୍ଟେସନ ନିକଟରେ ହାଉଡା–ପୁରୀ ଧଉଳି ସୁପରଫାଷ୍ଟ ଏକ୍ସପ୍ରେସରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିବାରୁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଧୂଆଁ ଦେଖି ଜୀବନ ବଞ୍ଚାଇବାକୁ ଟ୍ରେନରୁ ତଳକୁ ଓହ୍ଲାଇ ଧାଇଁଥିଲେ ଯାତ୍ରୀ। ସୌଭାଗ୍ୟବଶତଃ କୌଣସି ଜୀବନହାନି କିମ୍ବା କ୍ଷୟକ୍ଷତି ହୋଇନାହିଁ। 🙏 👉 ଏଭଳି ଘଟଣା ପୁଣି ନ ଘଟିବା ପାଇଁ ଆପଣଙ୍କ ମତ କ'ଣ? କମେଣ୍ଟରେ ଜଣାନ୍ତୁ। 📢 ଓଡ଼ିଶାର ସମସ୍ତ ବଡ଼ ଖବର ପାଇଁ RCN ODIA କୁ Follow କରନ୍ତୁ। #BreakingNews #Balasore #Markona #DhauliExpress #TrainFire #OdishaNews #RCNODIA #RailwayNews #ViralNews #Odisha

Bhadrak Rural, Bhadrak | Jul 27, 2026

🙏 ପବିତ୍ର ଶ୍ରାବଣ ସୋମବାରରେ ଭକ୍ତିର ଅମୃତଧାରା... 🕉️
🎤 ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କ ସୁମଧୁର କଣ୍ଠରେ ଶୁଣନ୍ତୁ ଏକ ମନମୋହକ ଶିବ ଭଜନ। ❤️
ଭକ୍ତିରେ ଭରିଯାଉ ଆପଣଙ୍କ ଶ୍ରାବଣ ସୋମବାର।
📺 ସମ୍ପୂର୍ଣ୍ଣ ଭଜନ ଦେଖନ୍ତୁ RCN Bhakti YouTube Channel ରେ।
🔔 ଭିଡିଓଟିକୁ Like 👍 | Share 📲 | Comment "Har Har Mahadev" 🔱 କରନ୍ତୁ।
#ShravanSomvar #HarHarMahadev #ShivBhajan #JyotirmayeeNayak #IndianIdolWinner #RCNBhakti #OdiaBhajan #Mahadev #Shravan2026 #OdiaDevotional #ViralVideo #JaiBholenath

🙏 ପବିତ୍ର ଶ୍ରାବଣ ସୋମବାରରେ ଭକ୍ତିର ଅମୃତଧାରା... 🕉️ 🎤 ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କ ସୁମଧୁର କଣ୍ଠରେ ଶୁଣନ୍ତୁ ଏକ ମନମୋହକ ଶିବ ଭଜନ। ❤️ ଭକ୍ତିରେ ଭରିଯାଉ ଆପଣଙ୍କ ଶ୍ରାବଣ ସୋମବାର। 📺 ସମ୍ପୂର୍ଣ୍ଣ ଭଜନ ଦେଖନ୍ତୁ RCN Bhakti YouTube Channel ରେ। 🔔 ଭିଡିଓଟିକୁ Like 👍 | Share 📲 | Comment "Har Har Mahadev" 🔱 କରନ୍ତୁ। #ShravanSomvar #HarHarMahadev #ShivBhajan #JyotirmayeeNayak #IndianIdolWinner #RCNBhakti #OdiaBhajan #Mahadev #Shravan2026 #OdiaDevotional #ViralVideo #JaiBholenath

Bhadrak Rural, Bhadrak | Jul 27, 2026

ଭଦ୍ରକ: ପବିତ୍ର ଶ୍ରାବଣ ମାସରେ ବାବା ଆଖଣ୍ଡଳମଣିଙ୍କ ପୀଠକୁ କାଉଡିଆ ଭକ୍ତ ମାନଙ୍କ ବୋଲବମ୍ ଯାତ୍ରା, ହଜାର ହଜାର ଶ୍ରଦ୍ଧାଳୁ ଭଦ୍ରକ ସାଳନ୍ଦୀ ନଦୀରୁ ପାଣି ଉଠାଇ ଆରଡି ଅଭିମୁଖେ।
#citykhabarbhadrak

ଭଦ୍ରକ: ପବିତ୍ର ଶ୍ରାବଣ ମାସରେ ବାବା ଆଖଣ୍ଡଳମଣିଙ୍କ ପୀଠକୁ କାଉଡିଆ ଭକ୍ତ ମାନଙ୍କ ବୋଲବମ୍ ଯାତ୍ରା, ହଜାର ହଜାର ଶ୍ରଦ୍ଧାଳୁ ଭଦ୍ରକ ସାଳନ୍ଦୀ ନଦୀରୁ ପାଣି ଉଠାଇ ଆରଡି ଅଭିମୁଖେ। #citykhabarbhadrak

Bhadrak Rural, Bhadrak | Jul 26, 2026