Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ତାଳଚେର ସଦର: ମର୍ଦଙ୍ଗାମୁଣ୍ଡା ନିକଟରେ ବାଇକକୁ ଧକ୍କା ଦେଲା ଟ୍ରକ ଦୁଇ ଗୁରୁତର

Talcher Sadar, Angul | Dec 5, 2025
ଏନ ଟି ପି ସି ଗୋଡ଼ିବନ୍ଧ 53ନମ୍ବର ଜାତୀୟ ରାଜପଥ ମର୍ଦଙ୍ଗା ମୁଣ୍ଡା ନିକଟରେ ବାଇକକୁ ଧକ୍କା ଦେଲା ପାଉଁଶ ବୋଝେଇ ଟ୍ରକ l ଟ୍ରକ ଧକ୍କାରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି l ଘଟଣାରୁ ପ୍ରକାଶକି ଟେଣ୍ଟେଇ ବେରେଣି ଗ୍ରାମର ପ୍ରଶାନ୍ତ ବେହେରା ଓ ଅଜିତ ବେହେରା ଏକ ବାଇକ ଯୋଗେ ଅନନ୍ତ କୋଇଲା ଖଣିକୁ କାମ କରି ଯାଉଥିବା ବେଳେ ମର୍ଦଙ୍ଗା ମୁଣ୍ଡା ନିକଟରେ ଶୁକ୍ରବାର ଅପରାହ୍ନ ୩ ଘଟିକା ସମୟରେ ଏକ ପାଉଁଶ ବୋଝେଇ ଟ୍ରକ ପଛରୁ ଧକ୍କା ଦେଇଥିଲା । ଗୁରୁତର ଦୁଇ ବାଇକ ଆରୀହୀଙ୍କୁ ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।