କେନ୍ଦୁଝରରେ ବୀର ସହିଦ ପ୍ରତାପ ଘଣାଙ୍କ 13ତମ ଶ୍ରାଦ୍ଧବାର୍ଷିକୀ ପାଳିତ
Kendujhar, Kendujhar | Nov 7, 2026
କେନ୍ଦୁଝରରେ ପାଳିତ ହୋଇଛି ବୀର ସହିଦ ପ୍ରତାପ ଘଣାଙ୍କ 13ତମ ଶ୍ରାଦ୍ଧବାର୍ଷିକୀ। ସ୍ମୃତିସ୍ତମ୍ଭ ନିକଟରେ ଆୟୋଜିତ ସ୍ମୃତିସଭାରେ ସରକାରୀ ପ୍ରତିନିଧି, ପୋଲିସ ଅଧିକାରୀ ଓ ସ୍ଥାନୀୟ ବାସିନ୍ଦା ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।